Knowledge in odia

💗 – ଆମର କର୍ମ ହେଉଛି, ଆମର ଭାଗ୍ଯ ଅତୀତରେ ଆମେ ଯାହା କରିଛୁ ତାହା ହେଉଛି ଆମର ବର୍ତ୍ତମାନ ।

💗 – ଜ୍ଞାନୀର ଅହଙ୍କାର ତାକୁ ଘ୍ରାଣାର ପାତ୍ର କରାଏ, ପ୍ରେମୀର ନିଃସ୍ବାର୍ଥପର ଭଲପାଇବା ତାକୁ ପୂଜ୍ଯ କରାଏ ।

💗 – ଜ୍ଞାନୀ ଲୋକଙ୍କର ଅହଙ୍କାର ହିଁ ତାକୁ ନଷ୍ଟ କରିଦିଏ ।

💗 – ଆଜିର କର୍ମ, ଆପଣଙ୍କ କାଲିର ଭବିଷ୍ୟତ ।

💗 – ଆପଣଙ୍କ ମସ୍ତିଷ୍କ, ଆପଣଙ୍କ ସବୁଠାରୁ ମୂଲ୍ଯବାନ ସମ୍ପତ୍ତି ।

💗 – ବର୍ତ୍ତମାନ ଆପଣଙ୍କ ପାଖରେ ଥିବା ସୁଯୋଗ, ପଦବୀ ଓ ସମ୍ପତ୍ତି ଏଗୁଡ଼ିକ ହରାଇବା ପୁର୍ବରୁ ଭାବିବା ଦରକାର ଯେ, କଣ ଏହାକୁ ପୁନର୍ବାର ହାସଲ କରିହେବ । ଏବଂ ଯାହା ପାଉଛନ୍ତି, ତାହାକଣ ହରାଇଥିବା ସୁଯୋଗ, ପଦବୀ ଓ ସମ୍ପତ୍ତି ଠାରୁ ଅଧିକ ମୂଲ୍ଯବାନ।

💗 – ଶାନ୍ତ ମସ୍ତିଷ୍କ, ସୁଚିନ୍ତାଧାରା ପ୍ରଦାନ କରିଥାଏ । ସୁଚିନ୍ତାଧାରା, ସୁ ଉଦ୍ଭାବନ ଦେଇଥାଏ ।

💗 – ଯେତେବେଳେ କପଟୀମାନଙ୍କ ସ୍ୱାର୍ଥ କ୍ଷୁର୍ଣ୍ଣ ହୁଏ, ସେମାନେ କ୍ରୋଧିତ ହୁଅନ୍ତି |